ସାହିତ୍ୟ ଅକାଦେମିର ପୁସ୍ତକ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ସାହିତ୍ୟର ସ୍ବର ଗୋଟିଏ: ରମାକାନ୍ତ ରଥ ଭୁବନେଶ୍ବର: ବିଭିନ୍ନ ଭାଷାରେ ସାହିତ୍ୟ ଲେଖା ହୁଏ ସତ, କିନ୍ତୁ ତା’ର ସ୍ବର ଗୋଟିଏ। ଭକ୍ତିଭାବ ଆସିଲେ, ସବୁ ଭାଷାରେ ସାହିତ୍ୟ ଲେଖା ହୋଇପାରିବ। ରାଜ୍ୟ ସଂଗ୍ରହାଳୟ ପରିସରରେ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଖୋଲା ଯାଇଥିବା ପୁସ୍ତକ ବିକ୍ରୟ କେନ୍ଦ୍ରକୁ ଉଦ୍‌ଘାଟନ କରି ଏପରି କହିଛନ୍ତି ପ୍ରଖ୍ୟାତ କବି ତଥା ଅକାଦେମିର ପୂର୍ବତନ ସଭାପତି ରମାକାନ୍ତ ରଥ। ସାହିତ୍ୟ ଅକାଦେମିର ଉପଦେଷ୍ଟାମଣ୍ଡଳୀ … Continue reading ସାହିତ୍ୟ ଅକାଦେମିର ପୁସ୍ତକ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ